STORYMIRROR

PRABHAS KUMAR MOHAPATRA

Inspirational

3  

PRABHAS KUMAR MOHAPATRA

Inspirational

କାହିଁଗଲ ମାଆ

କାହିଁଗଲ ମାଆ

1 min
200


ହେ ମାଆ ତୁମେ ସ୍ନେହୀମମତାମୟୀ

ଯୁବ ମାର୍ଗଦର୍ଶିକା l

ହେ ମାଆ ତୁମେ ପରୋପକାରିଣୀ

ଯେ ସମାଜସେବିକା l


ହେ ମାଆ ରାଜ୍ଞୀ ସଂସ୍କାରୀ ବିପ୍ଳବିନୀ

କାଳଜୟୀ ସାହିତ୍ୟିକା l

ବାଗ୍ମୀନୀ ମଧୁରଭାଷୀ ଅଧ୍ୟାପିକା

କାଳଜୟୀ ସୁ ଲେଖିକା l


ଗାନ୍ଧିବାଦିନୀ କୁସଂସ୍କାର ନାଶିନୀ

ନୈତିକ ଦାୟିନୀ ମା l

ତୁମ ବିୟୋଗରେ ପ୍ରଣାମ ମୋହର

ଝୁରେ ଆଜି ଓଡ଼ିଆ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational