STORYMIRROR

Sunanda Mohanty

Abstract Action Thriller

3  

Sunanda Mohanty

Abstract Action Thriller

କାବ୍ୟ ଓ କବିତା

କାବ୍ୟ ଓ କବିତା

1 min
148

କାବ୍ୟ କବିତାର କୋଉ ରୂପ

କବିତା କାବ୍ୟର ରୂପ ଅପରୂପ

ଦୁହେଁ ଏକକୁ ଆରବଳିଆର

ଲେଖିବା ଲୋକସେ କବିବର

ହୁଅନ୍ତୁ ରାଧାନାଥ ଅବା ଭୀମଭୋଇ

ଲେଖି ହୋଇଗଲେ କାଳଜୟୀ

ସଭାରେ କହନ୍ତି ପଣ୍ଡିତ ଲେଖିଯା କବିତା

ପାରୁଥିବ ଯିଏ ମନ ଛୁଇଁ

ହାସ୍ୟ ହେଉ ଅବା ନିରାଟ ସତ୍ୟ

କଳ୍ପନା ଭିତରେ ବାସ୍ତବତା ବାର୍ତ୍ତା ଦେଇ

କବିତା ଆଉ କାବ୍ୟ ପରା ଭଉଣୀ ଭାଇ

କିଏ ସାନ ବଡ ନିକିତି ତଉଲ ହୋଇ ନପାରଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract