STORYMIRROR

Chandrakanti Mahakud

Children

3  

Chandrakanti Mahakud

Children

କ ଅଁ ଳ ଶିଶୁ

କ ଅଁ ଳ ଶିଶୁ

1 min
186

ମୁଁ ଛୋଟ କଢି ଟିଏ ମତେ ଵଞ୍ଚିବା କୁ ଦିଅ ସମାଜ ଆଗରେ। 

ମତେ ଅନ୍ଧାର ଭିତରେ ମାରିଦିଏ ନାହିଁ ମୁଁ ନିରିହ ନିଷ୍ପପା ଶିଶୁ ଟିଏ। 

ଜାଣିନାହିଁ ମୁଁ କେଉଁ ବଗିଚାର ଫୁଲ ଟିଏ ।

ମାର ନାହିଁ ମତେ କରୁଛି ମିନତୀ ଦିଅ ମତେ ଦିନିଆ ଦେଖି ବାକୁ ଅନୁମତି। 

ତୁମ ନୀଚ ଚିନ୍ତା ଧାରା ବଦଳେଇ ଦିଅ। 

ହୋଇ ଯିବ ଏ ଦୁନିଆ ରାମ ରାଇଜ।

ମୁଁ କ ଅଁଳ କଢି ଟେ ଫୁଟିବାକୁ ଦିଅ ଦୁନିଆ ବଗିଚାରେ। 

ମୋର ଜନ୍ମ କେବେ କୂଳ ଉଜ୍ଜଳ ନିମନ୍ତେ 

କେବେ କୋଳ ରକ୍ଷା ପାଇଁ। 

ହାତ ଯୋଡ଼ି ମୁଁ ନିବେଦନ କରେ

ମତେ ଫିଙ୍ଗ ନାହିଁ ଅଳିଆ ଗଦାରେ। 

ମୁଁ ପୁଅ ହୋଇ କି ଝିଅ ହୁଏ। ମୁଁ ତ କଅଁଳ ଶିଶୁ ଟିଏ। 

ନିଜର ଦୋଷ କୁ ଲୁଚେଇ ବା ପାଇଁ 

ମତେ ମାର ନାହିଁ। 

ମୁଁ ଦେଶର ଭବିଷ୍ୟତ ମତେ ନଷ୍ଟ କର ନାହିଁ 

ଜନ୍ମ ଦେଇ ମତେ ତତଲା ବାଲିରେ ଛାଡି ଦିଅ ନାହିଁ। 



Rate this content
Log in

Similar oriya poem from Children