STORYMIRROR

Chandrakanti Mahakud

Others

3  

Chandrakanti Mahakud

Others

ଭକ୍ତ ର ଅଭିମାନ

ଭକ୍ତ ର ଅଭିମାନ

1 min
233

ହେ ଅନାଥର ନାଥ ପ୍ରଭୁ ଜଗନ୍ନାଥ 

ଜଗତର ନାଥ ବୋଲି ହୁଅହେ ପ୍ରଚାର ।

କେବେ ଦେବ ଦରଶନ ହେେମୋର  ନାଥ

ପ୍ରଭୁୁ ତୁମକୁ ଦେଖିବାକୁ  ମନ ହେଲାଣି ବ୍ୟାକୁଳ ।

କସ୍ତୁରୀ ଚନ୍ଦନ ତୁଳସୀର  ବାସ ଛୁଟି ଚି

ତୁମକୁ ଦେଖିବାକୁ ମନ ହେଉଛି। 

ମୁଁ ଏମିତି କେଉଁ ପାପ କରିଛି କାଳିଆ

ତୋ ମୁୁଖ ଦେଖିବା କୁ ହେଇଛି ମନା।

ମୋ ପାପରେ ନାହିଁ କି କ୍ଷମା

ତୋ ନାଲି ଟୁୁକୁ ଟୁୁକୁ ହସ  ମତେ ଦେଖିବାକୁୁ ଦେଇନୁ ଜମା। 

କେଉଁ  ଦୋଷରେ ତୁ କରିଛୁ ଦୋଷୀ 

ଖୋଜି ପାଉନି ମୁଁ କାହିଁକି ଆଜି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍