ଛଳନା
ଛଳନା
1 min
368
ପ୍ରେମରେ ପ୍ରତାରଣା ଥାଏ ବୋଲି ମୁଁ ଜାଣିଥିଲି
ହେଲେ ପ୍ରକୃତ ପ୍ରେମ ତୋ ଠୁ ଶିଖିଲି।
ଅନ୍ଧାରରେ ବଞ୍ଚୁଥିଲି
ତୁ ଆସିଲା ପରେ ଆଲୁଅରେ ବଞ୍ଚିବା ଶିଖିଲି।
ଚାଲୁଥିଲି ଯେତେବେଳେ ଝୁଣ୍ଟୁଥିଲିିିି ମୁଁ
ହାତ ଧରି ସାଥି ହୋଇ ଚାଲିବା ଶିଖେଇଲୁ ମତେ।
ଚାଲୁ ଥିିିିଲି ଏକା ଏକା ସାଥୀ ହୋଇ ଥିିିଲୁ
କେମିତିରେ ଛାଡ଼ି ଗଲୁ ଜାଣିି ପାରୁନିରେ ମୁଁ
ମୋ ବଞ୍ଚଚିବାର ରାହା ଥିଲୁ
କେମିତି ତୁ ଛାଡିି ଦେଲୁ ଅଧାବାଟେ ମତେେ।
