STORYMIRROR

Chandrakanti Mahakud

Others

3  

Chandrakanti Mahakud

Others

ପ୍ରେମ

ପ୍ରେମ

1 min
252

ପ୍ରେମ ଏମିତି ଏକ ଶବ୍ଦ । 

ଭାବିଲେ ମୁହଁ ରେ ହସ ଖେଳିଯାଏ।

ପ୍ରେମ ଅଢ଼େଇ ଅକ୍ଷର 

ସିଏ କରେ ନାହିଁ କାହାରି କ୍ଷତିକାରକ। 

ପ୍ରେମ ବିିିନା ମଣିଷ ଅମଣିଷ ପାଲଟି ଯାାଏ।

ପ୍ରେମ କୁୁ ନେଇ ଦୁନିଆ ଦେଲା ପ୍ରତାରଣା ତାର ନାମ। 

ପ୍ରେମ ଏମିତି ଏକ ଅମୃତ 

ଅମଣିଷ କୁୁ କରେ ମଣିିିଷ ।

ପ୍ରେମ ର ଦୁନିଆ ବହୁତ ସୁନ୍ଦର 

ତାକୁ ତୋଳିଦେଲେ ହୋଇ ବ ମନ୍ଦିର। 

ପ୍ରେମ ର ମନ୍ର ସ୍ନେହ ରେ ବନ୍ଧନ 

ସେହି ବନ୍ଧନ ରେ ଦୁନିଆ ବନ୍ଧାା।

ପ୍ରେମ ରେ ନ ଥାଏ ଗରୀବ ଧନୀ। 

ପ୍ରେମ ରେ  ଚିରା ଫଟା ବି ଲାଗେ ପାଟ ପିିିନ୍ଧିଲା ପରି।

ପ୍ରେମ ର ଆରମ୍ଭ ବହୁୁତ ମିଠା।  


  


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍