STORYMIRROR

Chandrakanti Mahakud

Others

3  

Chandrakanti Mahakud

Others

ପ୍ରତାରଣା

ପ୍ରତାରଣା

1 min
223

ଜୀବନରେ ପ୍ରେମ ସମସ୍ତଙ୍କୁ ହୁଏ। 

ପ୍ରେମର ଅନ୍ୟ ନାମ ପ୍ରତାରଣା ଵୋଲି ଆଜି ଜାଣିଲି। 

ପ୍ରେମର ଗଛରେ ପ୍ରଥମ ଆସିଥିବା ପତ୍ରଟି ମିଠା। 

ତା ପରେ ସମୟ ଗଡିବା ସହ ସମ୍ପର୍କ ପିତା ହୋଇଯାଏ। 

ପ୍ରତାରଣା କରି ସିନା ଚାଲିଗଲୁ।

ସେହି ପ୍ରତାରଣାକୁ ନେଇ ବଞ୍ଚି ପାରୁ ନାହିଁ ମୁଁ। 

ଜୀବନର ଦୋ ଛକିରେ ଛାଡ଼ି ଦେଲୁ ମତେ। 

ପ୍ରତାରଣା ପାଇଛି ବୋଲି ଦୁନିଆ ମତେ କଳଙ୍କିନି କହେ। 

ପ୍ରତାରଣାର ବିଷ ମୁଁ ଆଉ ପିଇ ପାରୁ ନାହିଁ। 

ନିଜ ଜୀବନକୁ ମୁଁ ନିଜେ ଜାଳିଦଉଛି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍