STORYMIRROR

Chandrakanti Mahakud

Others

3  

Chandrakanti Mahakud

Others

ଇନ୍ଦ୍ରଧନୁ

ଇନ୍ଦ୍ରଧନୁ

1 min
219

ମେଘ ବାଦଲ ଦୁହେଁ ଦୁହିଁଙ୍କ ପାଇଁ।। 

ତାଙ୍କ ସଙ୍ଗରେ ରହିିଛି ଚଡକ ବିଜୁଳି। 

ମେଘର ଆଛନ ଖଣ୍ଡ ଖଣ୍ଡ ବାଦଲରେ ସିଏ

ଭରି ରହିିଅଛି ତାରା ସପ୍ତରଙ୍ଗକୁ ଧରି। 

ସାତ ରଙ୍ଗର ମେଲଣ ନେଇ ବଢେଇ ଦେଇଛି ଆକାଶର ଶୋଭାକୁ ।

ଇନ୍ଦ୍ରଧନୁ ତାର ରଙ୍ଗକୁ ସାତ ସୁତ୍ରରେ ନାମ ରଖିଛି। 

କହୁଛିି ତାର ସପ୍ତ ନାମକୁ ମନ ଦେଇ ଶୁୁଣ ମୋ ପ୍ରିୟ ବନ୍ଦୁ୍।

ଵା-ମୁୁଣ୍ଡରେ ପିନ୍ଧିଛି ବାଇଗଣୀ ରଙ୍ଗ କୁ ମୁକୁଟ କରି। 

ଘ-ଘନନୀଳ ଲାଗିିଛି ତାର କପାଳରେ ।

ନୀ-ନୀଳ କୁ ଧରିଛି ଦୁୁଇ ଯୁଗଳ ନୟନେରେ। 

ସ-ସବୁୁଜ ରଙ୍ଗରେ ପିିନ୍ଧିଛି ଶାଢୀ। 

ହ-ହଳଦୀ ରଙ୍ଗକୁ ମାଖିିିଛିି ଯେମିତି ତାର ଦୁୁଇ ଗାଲେ

ନା-ନାରଙ୍ଗୀ ରଙ୍ଗକୁ ଲଗେଇଛି ତାର ଦେହରେ। 

ଲା-ଲାଲି ରଙ୍ଗେ ଦିଶୁୁଛି ଯେ ନୂଆ ବୋହୂ ପରିି।

ସବୁ ରଙ୍ଗ ମିଶିଲା ପରେ ଦିଶୁଛି ସାଧବ ବୋହୂ ପରି। 

ଇନ୍ଦ୍ରଧନୁ ଏମିତି ରଙ୍ଗର ମେଲଣ ନେଇ ଆକାଶର ଶୋଭା ବଢଉଚି।

ଏହି ଇନ୍ଦ୍ରଧନୁର ଶୋଭା ବଢ ଉଛି ଚକ୍ ମକ୍ ମାରୁଥିବା ବିିିିିଜୁଳି।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍