STORYMIRROR

Chandrakanti Mahakud

Others

3  

Chandrakanti Mahakud

Others

ବିଶ୍ୱାସ

ବିଶ୍ୱାସ

1 min
236

ନିଶ୍ୱାସ ବିଶ୍ୱାସ ତିନୋଟି ଅକ୍ଷର 

ନିଶ୍ୱାସ ଅଟକିଲେ ମଣିଷ ମରିବ। 

ବିଶ୍ୱାସ ଉଠିିିଲେ ମଣିିଷ ଜିିିଇଁବି ମରବ 

ବିଶ୍ୱାସ ଏମିିତି ଅମୃତ ସଦୃଶ 

ଥରେ ବିଷ ହେଲେ ସାରା ଜୀବନ  କଳୁଶ।

ନିଶ୍ୱାସର ପ୍ରତିଧ୍ୱନି ଯାଏ ଆସୁଥାଏ

ନିଶ୍ୱାସକୁ  କେବେ ନ ଥାଏ ଭରଷା।

ସମୟ ଯେ କେତେ ବେଳେ ଧୋକା ଦେଇ ଦେବ

ନିଶ୍ୱାସକୁ  ସାଥେ ନେଇ ଚାଲିଯିବ। 

ବିଶ୍ୱାସ ଥରେ କରି ଥିିବ ଯେବେ 

ନିଶ୍ୱାସ ଥିବା ଯାଏଁଁ ଭାଙ୍ଗିବନି କେବେ। 

ବିଶ୍ୱାସର ଘର କରି ନିଶ୍ୱାସର କାନ୍ଥ ଦେଇ 

ଜୀଉଁଚି ଏ ସଂସାର ତାରି ମୂଳ ଦୁଆରେ।  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍