STORYMIRROR

Chandrakanti Mahakud

Others

3  

Chandrakanti Mahakud

Others

ପ୍ରେମ ର ଅନୁଭବ

ପ୍ରେମ ର ଅନୁଭବ

1 min
257

ପ୍ରେମ ଏମିତି ଏକ ଚଢେଇ

ଡେଣା ନ ଥାଇ ଉଡିଯାଏ କାହିିଁ।

ଅଚିହ୍ନା ଲୋକ ବି ଲାଗେ ଭାରି ନିଜର ପ୍ରେମରେ ପଡିିିଲା ପରେ। 

ପ୍ରେମ ଏକ ଏମିତି ଫୁଲରେ। ସେ ଫୁଲ ଫୁଟିଲା ପରେ ଦୁନିଆ ମହକ। 

ସେ ଫୁଲରେ ଏମିତି ବାସ୍ନା ଥାଏ। 

ଅଚିହ୍ନା ଭ୍ରମର ବି ଲାଗେ ନିିିଜର।

ପ୍ରେମ ପାାଇଁ ଥାଏ ମନର ମନ୍ଦିର

ସେ ମନ୍ଦିର ରେ ନ ଥାଏ ଠାକୁର। 

ପ୍ରେମକୁୁ ନେଇ ବଞ୍ଚିବା ବହୁତ କଷ୍ଟ

ପ୍ରେମରେ ବିଷ ବି ହୁୁଏ ଅମୃୃତ ।

ପ୍ରେମ ଏକ ଏମିତି ରଙ୍ଗ। ଥରେ ଲାଗିଲେ ଛାଡ଼ିବା ଅସମ୍ଭବ।  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍