STORYMIRROR

Chandrakanti Mahakud

Others

3  

Chandrakanti Mahakud

Others

ଧୋକା

ଧୋକା

1 min
248

ତୁ କହରେ କେମିତି ବଞ୍ଚିବି ତୋ ବିନାରେ 

ତୁ ମୋ ବିିିଶ୍ୱାସ ଥିିିିଲୁ ତୁୁ ମୋ ନିିିଶ୍ୱାସ ହେଲୁ। 

କହିକି ପାରିବୁ ମତେ କେଉଁ ଦୋଷ ପାଇଁ ଦୂରେଇ ଦେଲୁ

ନିଶ୍ୱାସ ଛାଡି କେବେ କିଏ ବଞ୍ଚି କି ପାରେ।

ତୁ ମୋ ବିଶ୍ୱାସ ଜିତିଲୁ ତୁୁ ମୋ ସାଥେ ଖେଳିଲୁ ।

ଖେଳନା କରିି ଖେଳିଲୁ ମୋ ସାଥେ

ଭରସା ଜିତିିିଲୁ ମୋର ଛଳନା କରିି।

ମୁଁ ଜାଣିିପାରିଲି ନାାହିଁ ତ ମାୟା ର କଥାର ଜାଲ ସେ ମାୟା ଜାଲରେ ଛନ୍ଦି ଛଟ ପଟ ହୁଏ। 

ତୁ ମୋ ହୃୃଦୟରେ ଜାଗା କରିି ଦୂରେଇ ଦେଲୁ 

କେଉଁ ଖୁସି ମିଳିଗଲା କହ ତୁ ମତେେ।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍