STORYMIRROR

Chandrakanti Mahakud

Others

3  

Chandrakanti Mahakud

Others

ପ୍ରେମ

ପ୍ରେମ

1 min
164

ମୋ ନାଁ ଟି ପ୍ରେମ। 

ପ୍ରେମ ଏକ ପବିତ୍ର ବନ୍ଧନ 

ପ୍ରେମ ପାଇଁ କିିିଏ ମରିିତ ଯାଇଛି 

ପ୍ରେମ ପାଇଁ କିିଏ ଜୀବନ ନେଇଛି। 

କହରେ ଦୁନିଆ ଏ କେମିିତି ବିଚାର ତୋର 

ପ୍ରେମ ଭଳି ଏକ ପବିତ୍ର ଶଦ୍ଦକୁ ନେଇ କରୁ ଧିକାର।। 

ପ୍ରେମର ଦୁନିଆ ବହୁତ ସୁନ୍ଦର

ତାକୁ ନେଇ କିି ଖେଳ ଖେଳୁୁୁଛୁ ଜୀବନେ  ମୋର। 

କହରେ ମଣିଷ କହରେ ତୁ ଥରେ

ଦୁନିଆ ଆଗରେ ଖେଳଣା କାଇଁଁ କରିିିଲୁ ମତେ। 

ପ୍ରେମ ବୋଲି ମୋର ନାକୁ ନେଇ 

ଛଳନା ନିଆଁରେ ଜାଳିିିତୁ ଦେଲୁରେ।

ବୁଝିବା ଆଗରୁ ବଦନାମ କରି

ଦୁନିଆ ଆଗରେ ଦୋଷୀ କରି କରିିିଦେଲୁୁ।

ଜୀବନକୁ ମୋର ନେଉଛ  ଛଡେଇ

ଖେଳନିରେ ମତେ ନେଇ କଷ୍ଟ ଭାରି  ହେଉଛି। 

ଲୋକଙ୍କର ଛିି ଛି  ଛି  ଆଉ ଶୁଣି  ତ ହେଉନି।  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍