STORYMIRROR

PRABHAS KUMAR MOHAPATRA

Abstract

2  

PRABHAS KUMAR MOHAPATRA

Abstract

ଜୟ ଯବାନ

ଜୟ ଯବାନ

1 min
198

ଆଜି ସବୁ ବଗିଚାର ଫୁଲ ତୋଲିଦେବି

ମୋ ଦେଶ ସୈନିକ ପାଇଁ

ସବୁ ଦୋକାନରୁ କିଣି ଆଣିବି ମୁଁ ହାର

ମୋ ଦେଶ ସୈନିକ ପାଇଁ


ଆଜି ସବୁ ଅବିର ହେବନାହିଁ ବେପାର

ରହିବ ମୋ ଦେଶ ସୈନିକ ପାଇଁ

ସବୁ କଉଡ଼ି ଖଇ ବିଞ୍ଚି ହୋଇବ ଯାଇ

ମୋ ଦେଶ ସୈନିକ ଉପରେ ଭାଇ


କହିବି ମୁଁ କହିବି ମୁଁ ଜୟ ଜୟ ଯବାନ

ଜୟ ଯବାନ ଭାଇ

ଅମର ରହେ ଅମର ରହେ ଅମର ରହେ

ମୋର ଯବାନ ଭାଇ


ବନ୍ଦେ ମାତାରମ୍ ବନ୍ଦେ ମାତରମ୍

ବନ୍ଦେ ଭାରତ ଜନନୀ

ଧନ୍ୟ ଧନ୍ୟ ଧନ୍ୟ ତୁହି ଧନ୍ୟ ମାଆ

ବୀର ପ୍ରସବ ଦାୟିନୀ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract