STORYMIRROR

Sarat Manhira

Inspirational

3  

Sarat Manhira

Inspirational

ଜୟ ମାଆ ମାଣିକେଶ୍ୱରୀ

ଜୟ ମାଆ ମାଣିକେଶ୍ୱରୀ

1 min
320

ନମସ୍ତେ ନମସ୍ତେ ମାଆଗୋ    ଭବାନୀପାଟେନେଶ୍ୱରୀ

     ତୋର ପାଦେ କରୁଛେ ଦୟନୀ

ଛତର ଆଡି ରଖିଥିବୁ     ମାଁ ମାଣିକେଶ୍ୱରୀ

    ଆତୁର ରେ ଡାକୁଛି କଳାହାଣ୍ଡି ଦେବୀ ବୋଲି ll


ଘୁମୁଘୁମୁ ବାଜେ ଘୁମୁରା    ଜେନା ଖାଲୁ ଆସ ମାଆ

     ଛତର ନିଆଁ କର୍ପର ବୋହି

ବରଷକେ ଥରେ ଜୁଗିବସିଛେଁ  ତର ବାଟ କେ ଚାହିଁ

     ଦେବୁ ବୋଲି ଟିକେ ଶରଣମୟୀ ll


କଳାହାଣ୍ଡି ଇଷ୍ଟ ରାଣୀ   ମନ୍ଦାର ଶୋଭିତ ମାଳିନୀ

     ଅନ୍ଧାରେ ଅଛୁ ଉକିଆ ଦେଇ

ଯୁଗେ ଯୁଗେ ଉଡେ   ସତ୍ୟ ଚିର ବାନା ଗାଇ

    ମାଆ ସମଲେଇ ମାଆ ଲଙ୍କେଶ୍ୱରୀ ହେଇ ll


ନାଗବଂଶୀ ରାଜା ଆଣିଥିଲେ   ପ୍ରଜା ହାତେ ପାଇଲୁ ପୂଜା

   ସଂସାରରେ ଦେଲୁ ତୋ କରୁଣା ଢାଳି

ମୁଁ ଅଟେ ସେବକ ତୋର    ତୁ ହେବୁ ମାଆ ମୋର

    ଏତିକି ମାଗୁଣି ଭାବବନ୍ଧନ ମୋର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational