STORYMIRROR

Alhadini Panigrahi dash

Classics

3  

Alhadini Panigrahi dash

Classics

ଜୟ ମା ଧବଲମୂଖୀ

ଜୟ ମା ଧବଲମୂଖୀ

1 min
135


ଧୁପ୍ ,ଦୀପ୍ ,ଦହନା ର୍ ମାଲେ

ମାଆ ର୍ ଠାନ୍ ମହକୁଛେ

ଢୋଲ୍ ,ନିଶାନ୍ ,ଦୁଲଦୁଲିଥି

ସମଲେଇ ଗୁଡି ଦୁଲକୁଛେ

ମାଆ ମୋର୍ ଆଜି ଧବଲ୍ ମୁଖୀ ବେଶେ 

ସମକୁ ଦର୍ଶନ ଦେଉଛେ

ଦେବତା ମାନେ ବି ତାର୍ ଦର୍ଶନ ଲାଗି

ଉତରି ଆଇଛନ୍ ପୁରଥୀ କେ ା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics