STORYMIRROR

Gunanidhi Samal

Tragedy

2  

Gunanidhi Samal

Tragedy

ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

1 min
109

ଲୋଡାନାହିଁ ମୋର ତୋର ବଡଦାଣ୍ଡ

ତୋର ସେ ବଡ଼ ଦେଉଳ

ତାହାଠାରୁ ଭଲ ମୋ"ଗାଆଁ ଗୋହିରୀ

ମୋ" ଭଙ୍ଗା ଏନ୍ତୁଡ଼ିଶାଳ,

କହିବିନି କେବେ ମରଣର ଅନ୍ତେ

ଯିବାକୁ ତୋ" ସ୍ୱର୍ଗଦ୍ବାର

ଗାଆଁ ମଶାଣିରେ ଜଳୁ ମୋର ଚିତା

ଏତିକି କରୁଣା କର,

ଆହେ ପ୍ରଭୁ ଜଗନ୍ନାଥ,

ଜୀବ ଗଲାବେଳେ ଥରଟେ ଦେଖିବି

ଛଡ଼ାଇବା ପାଇଁ ପାପ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy