Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ansuman Swain

Classics

3  

Ansuman Swain

Classics

ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

1 min
245



ଜଗା କଳିଆ ରେ ଜଗା କଳିଆ

       ତୋ ବଡ଼ଦାଣ୍ଡେ ମୁଁ ହୋଇଛି ଠିଆ 

ଚାଲି,ଚାଲି ପାଦ ମୋର 

                ଗଲାଣି ଥକି ।

କାହିଁକି ନିଷ୍ଠୁର ପ୍ରଭୁ

          ମୋହରି ଲାଗି 

କେଉଁ ଜନମରେ ପ୍ରଭୁ

        କରିଛି ପାପ

ତୁମ ଦର୍ଶନ ରୁ ମୋତେ ।

          କଲ ବଞ୍ଚିତ 

କର ଯୋଡି ଡାକୁଛି ମୁଁ 

             ହୁଅ ଶୁଦୟା

ଆହେ ପ୍ରଭୁ ଭକ୍ତ ନାଥ 

         ନିଳା ଚାଲିଆ  ।

ଜଗା କଳିଆ ରେ ଜଗା କଳିଆ

       ତୋ ବଡ଼ଦାଣ୍ଡେ ମୁଁ ହୋଇଛି ଠିଆ

ଅନ୍ଧାର ପଥରେ ତମେ

       ଆଲୋକ ଶିଖା ।

ତମରି ଭକ୍ତିରେ ଏଠି 

            ସଭିଏଁ ବନ୍ଧା 

ଯେତେ ଲୁହ ଦେଲେ ଦିଅ

          ଜଗା କଳିଆ।

ତମ ଦାଣ୍ଡେ ରହିବାକୁ 

           କରନି ମନା

ଜଗା କଳିଆ ରେ ଜଗା କଳିଆ

      ତୋ ବଡ଼ଦାଣ୍ଡେ ମୁଁ ହୋଇଛି ଠିଆ ।

      


Rate this content
Log in

Similar oriya poem from Classics