STORYMIRROR

PRemZi Bhai

Inspirational

2  

PRemZi Bhai

Inspirational

ଜୟ ଜଗନ୍ନାଥ ସ୍ୱାମୀ ନମଃ

ଜୟ ଜଗନ୍ନାଥ ସ୍ୱାମୀ ନମଃ

1 min
4.0K


ଜୟ ଜଗନ୍ନାଥ ସ୍ୱାମୀ

ନୟନ ପଥ ଗାମୀ

ଭଭଃ ତୁମେ ପ୍ରଭୁ ଭଭଃ ତୁମେଃ

ଆହେ ଦୀନବନ୍ଧୁ ବାରେ କୃପା କର

ଏ ଭଵ ସାଗରୁ ପାରିକର

ହେ ଚକାନୟନ ସଙ୍କଟ ମୋଚନ

କାହିଁ କର ଏତେ ହିନୀ ମାନ

ଭାସି ଗଲି ଏ ଭଵ ସାଗରେ

ତୁମ୍ଭ ବିନା ଆଉ କେ ଏ ସଂଶରେ

ରଖିଲେ ରଖିବ ତାରିଲେ ତାରିବ

କର ବାରେ ମୋ ଦୁଖଃ ଲାଘାଵ

ଜୟ ଜଗନ୍ନାଥ ସ୍ୱାମୀ ନମଃ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational