STORYMIRROR

PRemZi Bhai

Inspirational

2  

PRemZi Bhai

Inspirational

ଅନମୋଲ ମୋତି *କନ୍ୟାରତ୍ନ*

ଅନମୋଲ ମୋତି *କନ୍ୟାରତ୍ନ*

1 min
14.3K


( ବନ୍ଧୁ/ବାନ୍ଧବୀ ଆପଣଙ୍କର ଘରେ

ଅଛିକି ଏହିପରି ଅନମୋଲ ମୋତି )

*************************

ଚୁଲବୁଲି ନଟଖଟି

ହସୁଥାଏ ଦିନରାତି,

କୋମଲମତି 

ଚପଳ ଅତି,

ବାଳିକା ଜ୍ୟୋତି

କନ୍ୟା ସମ୍ପତି,

ନକରେ ଯୁକ୍ତି

ସବୁ କଥା ବୁଝନ୍ତି,

ସ୍ନେହରେ ବନ୍ଧା

ନଥାଏ ଦ୍ଵିଧା,

ସ୍ଵଭାବ ସିଧା

ନ ଦେଇ ବାଧା,

ମାନି ଯାଏ ଟି

ସବୁ କଥା ଟି,

ନୀତିଦିନ ଟି

ମୌନ ରୁହେଟି,

ଆନନ୍ଦ ମନେ

ତୁମ ଅଧିନେ,

ପଢିବ ଧ୍ୟାନେ

ଥିବ ସ୍ୱାଧୀନେ,

କନ୍ୟା ଅମୁଲ୍ୟ ରତ୍ନ

ପାଳନ୍ତୁ କରି ଯତ୍ନ,

ଦିନେ ହେବ ମହାନ

ରଖିବ ତୁମ ସଂମ୍ମାନ!!

Kanya AmulyaRatna Charitable Trust

ସମ୍ପାଦକ

PRemZi Bhai

7788040986


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational