STORYMIRROR

PRemZi Bhai

Inspirational

2  

PRemZi Bhai

Inspirational

ଦେଶର ଗୌରବ

ଦେଶର ଗୌରବ

1 min
13.8K


ପାଠ ପଢିଲେ ଦେଶ ଉନ୍ନତି ହେବ

    ଦେଶବାସୀଙ୍କ ନାମ ପଡିବ

ପାଠ ପଢ଼ି ଆମେ ଜ୍ଞାନୀ ହେବା

ଗୁରୁଜନଙ୍କୁ ସମ୍ମାନ ଦେବା

ଗୁରୁଜନଙ୍କୁ ଦେଲେ ସମ୍ମାନ

ସମସ୍ତଙ୍କ ଠାରୁ ପାଇବା ଭଲ ମାନ

ସଦା ପାଠକୁ ଆଦର କରିବା

ଜାତି ଭେଦ ଭାବ ଦୁରେଇ ଦେବା 

ଜାତି ଭେଦଭାବ ଦେଲେ ଦୁରେଇ

ଦେଶ ଲଙ୍ଘିଭ ସମୃଦ୍ଧ ଭାଇ

କୁନି ମୁନି ଙ୍କୁ ଯାଉଛି କହି

ପାଠ ପଢିବ ମନ ଲଗାଇ

ନିଶ୍ଚୟ ପଢନ୍ତୁ ପାଠ

ହୁଅ ଭଲ ମଣିଷ ଶ୍ରେଷ୍ଠ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational