STORYMIRROR

PRemZi Bhai

Inspirational

2  

PRemZi Bhai

Inspirational

ଜହ୍ନ ହସୁଛି

ଜହ୍ନ ହସୁଛି

1 min
13.9K



ଜହ୍ନ କାଇଁ ଲୁଚି ଲୁଚି

 ଦେଖୁଛି....

ଆମ୍ବ ଗଛର ପଛରେ ଥାଇ

 ଅଳ୍ପ ଅଳ୍ପ ହସୁଛି....

ମନ ମାରି ମୁ ବସି ଅନେକ

 କଥା ଭାବୁଛି....

ମୋ ଭାବନ ଟି ସତ 

 ହେବା ପରି ଲାଗୁଛି..!!


ପିଲା ବେଳେ ମୋ କାନ୍ଦ

 ଦେଖିଲେ ମା କୁହେ....

ଧନ ଦେଖ ଜହ୍ନମାମୁଁ 

ଆମକୁ ଡାକୁଛି....

ହେଲେ ମୋ,ମା ମୋତେ 

ଠକି ଦେଇ ଏକା ଆଗେ ଯାଇ....

ଜହ୍ନମାମୁଁ ପାଖେ 

ଲୁଚି ବସିଛି..!!


ସେଠି ମୋ ମା 

ଜହ୍ନ ମାମୁଁ ପାଖେ....

ଲୁଚି ବସି ମୋ କଥା

ଭାବୁଛି....

ଏଠି ମୁଁ ଆମ୍ବ ଗଛ ଆଢୁଆଳ ରେ ବସି 

ଜହ୍ନ ମାମୁଁଙ୍କୁ ଦେଖି....

ମୋ ପିଲା ଦିନର କଥା କୁ 

ମନେ ପକାଉଛି..!!


#PRemZieBhai#

ସମ୍ପାଦକ     7788040986

କନ୍ୟା ଅମୂଲ୍ୟ ରତ୍ନ ଚାରିଟେବଲ ଟ୍ରଷ୍ଟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational