STORYMIRROR

PRemZi Bhai

Inspirational

1.5  

PRemZi Bhai

Inspirational

ସ୍ୱପ୍ନ ନାଲି ରାସ୍ତାର ମୋ ଗାଁ

ସ୍ୱପ୍ନ ନାଲି ରାସ୍ତାର ମୋ ଗାଁ

1 min
12.8K


ମୋ ଗାଁ ରେ ରଖିଛି ସ୍ୱପ୍ନ ଅନେକ

ମନ ମତାଣିଆ ବାସ୍ନା ମହକ

ନାଲି ସଡକରେ ଖଜୁରୀ ଗଛ

ଫଳତାର ମିଠା ରସ ବି ସ୍ଵଛ

ନାଲି ସଡକଟି ନାଳ ପାଖରେ

ଲମ୍ବି ଯାଇଛି ସେ ଅନେକଦୁରେ

ବହାଇ ପବନ ସୁଲି ସୁଲିଆ

ନାଳ ପାଖ କ୍ଷେତ ଭାରି ବଢିଆ

ମୋ ଗାଁ ର ସଂସ୍କୃତି ମାନ ସଂମାନ

ସଦା ରଖିଥିବୁ ବିଶି କେଶନ

ଗାଁ ନାଳବନ୍ଧେ ନାଲି ମୋରମ

କ୍ଷେତ ବାଡ଼ି ଦୃଶ୍ୟ କି ମନୋରମ

ଓଡିଶା ର ଆତ୍ମା ଗ୍ରାମ ରେ ଅଛି

ପେଟ ପାଇଁ ଦାନା ସିଏ ଦେଉଛି

ସରଳ ସୁନ୍ଦର ଗ୍ରାମ୍ୟ ଜୀବନ

ବୁଲି ଆରେ ଥରେ ବିଶିକେସନ।

ଗାଁ ନାଳବନ୍ଧ ନାଲିଆ ରାସ୍ତା

ବର୍ଷା ଦିନେ ଭାଇ ବଡ ହୀନସ୍ତା

ନାଳ ବନ୍ଧ ଦେଇ ବାଟୋଇ ଯାଏ

ଶୀତଳ ପବନ ମନକୁ ମୋହେ

ଗାଁ ମନ୍ଦିରରେ ଘଣ୍ଟ ଆଳତି

କେଡେ ମନୋରମ ପଲି ପ୍ରକୃତି

ଗାଁ ଉର୍ଣ୍ଣତି ରେ ଦେବୁ ରେ ଧ୍ୟାନ

ଏ କର୍ମ କରିବୁ ବିସିକେଶନ


Rate this content
Log in

Similar oriya poem from Inspirational