STORYMIRROR

PRemZi Bhai

Inspirational

2  

PRemZi Bhai

Inspirational

ଭୂଷଣ

ଭୂଷଣ

1 min
13.7K


ଅତର ପକାଇ ପୋଷାକରେ 

ବାସ ଭରିଦେଲେ ବା କଅଣ ମିଳିବ, 

ଯଦି ଚରିତ୍ରରୁ ଗନ୍ଧ ବାହାରୁ ଥିବ;

ଘଷି ମାଜି ଦେହ ମୁହଁଟାକୁ 

ଚିକ୍କଣ କରିଦେଲେ କଅଣ ମିଳିବ,

ଯଦି ମନ ଭିତରଟା ଅସନା ଚିନ୍ତାରେ

ଭରା ପଡିଥିବ !!

KANYA AMULYA RATNA 

Charitable Trust 

Secretary

PRemZi Bhai

7788040986


Rate this content
Log in

Similar oriya poem from Inspirational