ଜୟ ହୋ ମଙ୍ଗଲ ମୂର୍ତ୍ତି
ଜୟ ହୋ ମଙ୍ଗଲ ମୂର୍ତ୍ତି
ଜୟ ଗଣପତି ଗଣନାୟକ ଗୌରୀନନ୍ଦନ
ତୁମେ ସୁଖ କର୍ତ୍ତା ଦୁଃଖ କର୍ତ୍ତା
ଗିରିଜା ନନ୍ଦନ ,
ବିଘ୍ନ ବିନାଶକ ବିଦ୍ୟା ସ୍ୱାମୀ ବିଦ୍ୟା ସୁଖ ଦାତା
ତୁମେ ବିଘ୍ନେଶ୍ୱର ବଲେଶ୍ୱର
ବିଘ୍ନ ରକ୍ଷାକର୍ତ୍ତା ,
ସିଦ୍ଧି ବିନାୟକ ପ୍ରଭୁ କର ମୂଷିକ ସବାରୀ
ଏକଦନ୍ତ ଦୟାବନ୍ତ ସ୍ୱାମୀ
ଚାରି ଭୂଜାଧାରୀ ,
ପାର୍ବତୀ ତନୟ ପରମବୀର ପରମ ଜ୍ୟୋତି
ଜୟଦେବ ଜୟଦେବ ଜୟ ହୋ
ମଙ୍ଗଲ ମୂର୍ତ୍ତି ,
ଅଷ୍ଟ ବିନାୟକ ପ୍ରଥମ ପୂଜ୍ୟ ଗୌରୀ ତନୟ
ଲମ୍ବୋଦର ପୀତାମ୍ବର ନମଃ ଶ୍ରୀ
ଗଣେଶରାୟ.....!!!