Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Amit Bal

Classics

4.0  

Amit Bal

Classics

ଜୟ ହୋ ମଙ୍ଗଲ ମୂର୍ତ୍ତି

ଜୟ ହୋ ମଙ୍ଗଲ ମୂର୍ତ୍ତି

1 min
65


ଜୟ ଗଣପତି ଗଣନାୟକ ଗୌରୀନନ୍ଦନ

  ତୁମେ ସୁଖ କର୍ତ୍ତା ଦୁଃଖ କର୍ତ୍ତା

         ଗିରିଜା ନନ୍ଦନ ,

ବିଘ୍ନ ବିନାଶକ ବିଦ୍ୟା ସ୍ୱାମୀ ବିଦ୍ୟା ସୁଖ ଦାତା

  ତୁମେ ବିଘ୍ନେଶ୍ୱର ବଲେଶ୍ୱର 

         ବିଘ୍ନ ରକ୍ଷାକର୍ତ୍ତା ,

ସିଦ୍ଧି ବିନାୟକ ପ୍ରଭୁ କର ମୂଷିକ ସବାରୀ

  ଏକଦନ୍ତ ଦୟାବନ୍ତ ସ୍ୱାମୀ

         ଚାରି ଭୂଜାଧାରୀ ,

ପାର୍ବତୀ ତନୟ ପରମବୀର ପରମ ଜ୍ୟୋତି

   ଜୟଦେବ ଜୟଦେବ ଜୟ ହୋ

          ମଙ୍ଗଲ ମୂର୍ତ୍ତି ,

ଅଷ୍ଟ ବିନାୟକ ପ୍ରଥମ ପୂଜ୍ୟ ଗୌରୀ ତନୟ

   ଲମ୍ବୋଦର ପୀତାମ୍ବର ନମଃ ଶ୍ରୀ

          ଗଣେଶରାୟ.....!!!



Rate this content
Log in

Similar oriya poem from Classics