STORYMIRROR

Ranjan kumar Mohanty

Abstract

2  

Ranjan kumar Mohanty

Abstract

ଜୟ ଗଣନାଥ

ଜୟ ଗଣନାଥ

1 min
231

ଜୟ ଗଣନାଥ ଗଉରୀ ସୂତ 

ତଵ ପଦତଳେ ରହୁ ମୋ ମାଥ 

ଅଗ୍ରପୂଜ୍ୟ ତୁମେ ଶଙ୍କରପ୍ରିୟ 

ତିନି ଭୁବନରେ ତୁମରି ଜୟ।

ମହାଜ୍ଞାନୀ ଵକ୍ରତୁଂଡ ଯେ 

ପିତା ମାତା ପାଶେ ପରିକ୍ରମା କରି 

ବୁଲିଲ ତିନି ବ୍ରହ୍ମାଣ୍ଡ ଯେ 

ଲମ୍ବୋଦର ତୁମେ ଲଡୁକେ ତୋଷ 

ଦେବ ଗଣେ ପୂଜ୍ୟ ତୁମେ ଗଣେଶ  ।

ମାତୃଭକ୍ତ ମାତା ଆଦେଶ ମାନି 

ଦ୍ୱାରେ ଅଟକେଇ ତ୍ରିଶୂଳ ପାଣି 

କରିଥିଲ ମହା ରଣ ଯେ 

ପିତା ଆଶିଷ ରେ ଗଜ ମୁଖ ପାଇ 

ହେଲ ପ୍ରଭୁ ଗଜାନନ ଯେ 

ତ୍ରିଶୂଳ ଚିତା ଯେ କେଡେ ସୁବେଶ 

ମାତୃଭକ୍ତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract