STORYMIRROR

Akshayakumar Dash

Tragedy Action Fantasy

4  

Akshayakumar Dash

Tragedy Action Fantasy

ଜନତା

ଜନତା

1 min
402

ରାଜରାଜୁଡା ଶାସନ

ଇଂରେଜୀଙ୍କ ପ୍ରତ୍ୟାବର୍ତନ

ଭାରତ ବୃହତ ଗଣତନ୍ତ୍ର

ଆମେ ନେତା କରୁ ନିର୍ବାଚନ

ଦଳ ପାଞ୍ଚ ବର୍ଷ କରେ ଶାସନ।


କର, ଖଜଣା,ର ରାଜକୋଷ

କର୍ମଚାରିକୁ ବେତନ

ରାସ୍ତାଘାଟ ନିର୍ମାଣ

ଜନତାଙ୍କ ପ୍ରତିନିଧି ନେତା

ଶିକ୍ଷା, ସ୍ୱାସ୍ଥ୍ୟ, ଓ ଖାଦ୍ୟ

 ପ୍ରଧାନ ଆବଶ୍ୟକତା।


ଶିକ୍ଷିତ ଯୁବକ ନିଯୁକ୍ତି

ଖାଦ୍ୟର ଅଭାବିକରଣ

ଚିକିତ୍ସା ର ଅଭାବ

ହାସ୍ୟାସ୍ପଦ ଲାଗେ

ଲାଞ୍ଚ ନେବାଦେବା

ଆସ୍ଥାପାଇଁ ମାଗଣା ବାଣ୍ଟିବା

ରାଜକୋଷର ସମ୍ପତି ଲୁଟିବା।


ଭୋଟ ପାଇଁ ଆସନ୍ତି ଧାଇଁ

ସବୁ କରିଦେବୁ କହି

ଭୋଟ ପାଇ ମନ୍ତ୍ରୀ ହୋଇ

ଆଉଦେଖା ନାହିଁ

ଗଣତନ୍ତ୍ର ନିନ୍ଦାଏହି ବହୁରୂପୀ ପାଇଁ ।


ଘରଚିନ୍ତା, ଖାଦ୍ୟଅଭାବ

କୃଷକର ସଂଘର୍ଷ ଦୃଶ୍ୟ

ଶିଶୁ ବିକ୍ରି, ନାରୀ କୁ ଧର୍ଷଣ

ଚୋରୀ, ଡକାୟତି, ଟାଉଟର

ପୁଞ୍ଜିପତି ମାନଙ୍କୁ ସମ୍ମାନ

ଲକ୍ଷ ହୀନ ଦୁର୍ଦ୍ଦଶା ଜୀବନ

ନିଘାନାହିଁ ନେତା ମାଳମାଳ

ଗଣତନ୍ତ୍ର ଠାରୁ ରାଜତନ୍ତ୍ର ଭଲ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Tragedy