STORYMIRROR

Rama chandra Pradhan

Abstract

2  

Rama chandra Pradhan

Abstract

ଜନତା କର୍ଫ୍ୟୁ

ଜନତା କର୍ଫ୍ୟୁ

1 min
106

ଚାଲ ସର୍ବେ ମିଳିମିଶି 

    ଜନତା କର୍ଫ୍ୟୁ ପାଳିବା 

କରୋନା ଭାଇରସକୁ 

    ଆମ ଦେଶରୁ ଟାଳିବା

ଚଉଦ ଘଣ୍ଟା ପର୍ଯ୍ୟନ୍ତ 

    ରହିବା ଗୃହ ମଧ୍ୟରେ 

ମାନିବା ଆସ ସଭିଏଁ 

    ଭାବିକି ଚିତ୍ତ ମନରେ

ବାର ଘଣ୍ଟା ପରେ ଆଉ 

    ହେବନାହିଁ ସଂକ୍ରମଣ 

ନ ପାଇଲେ ଆମ ସ୍ପର୍ଶ 

   ଆପେ ମରିଯିବ ଜାଣ

ବେଳୁ ହେବା ସାବଧାନ 

   ମାନି ସୁରକ୍ଷା ବିଧାନ 

କରୋନା ଦମନ ପାଇଁ 

   ସର୍ବେ ହେବା ସଚେତନ

ସାମାଜିକ ଦୂରତ୍ୱକୁ 

   ସଭିଏଁ ଦେବା ସମ୍ମାନ 

କର୍ତବ୍ୟ ଭାବି ଏହାକୁ 

    ଆସ କରିବା ପାଳନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract