STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଜନନୀ ମୋ ଜନ୍ମଭୂମି

ଜନନୀ ମୋ ଜନ୍ମଭୂମି

1 min
238


ଜନନୀ ମୋ ଜନ୍ମଭୁମି

ମୋ ଜନନୀ ମୋ ଭାରତ ଭୂଇଁ

ହିମାଳୟ ଯାର ଶିରର ମୁକୁଟ

ଧୋଇଦିଏ ରତ୍ନାକର ଯାର ପାଦ

ତ୍ରିରଙ୍ଗା ପତାକା ଉଡେ ଫରଫର

ଶୁଭେ ଏଠି ନିତି ବେଦର ଓଁ କାର

ସ୍ୱାଧୀନତା ପାଇଁ ଏଠି ଗଲେ ବୀର ପ୍ରାଣ ଦେଇ

ଜନନୀ ମୋ ଜନ୍ମଭୂଇଁ

ଗଙ୍ଗାର ଧାରା ବହେ ନିରନ୍ତର

ଯାର ସଂସ୍କୃତି ସୁଦୂରପ୍ରସାର

ଚାରି ତିରିଥ ଯାର ଅଛି ଚାରିଦିଗେ

ଧର୍ମର ଧ୍ଵଜା ଉଡେ ଯାର ଆଗେ

ଦେବଭୁମି ଏଇ ଦେଶେ ଧନ୍ୟ ହେଲୁ 

    ଜନ୍ମ ନେଇ

ଜନନୀ ମୋ ଜନ୍ମଭୁଇଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational