STORYMIRROR

Subrat Malik

Classics Children

2  

Subrat Malik

Classics Children

ଜନ୍ମଦିନ

ଜନ୍ମଦିନ

1 min
158

ଘେନ ଜନ୍ମଦିନ ଅଭିନନ୍ଦନ

ଶୁଭ ହେଉ ତୁମ ପ୍ରତିଟି ଦିନ,

ଗୁରୁଜନଙ୍କର ପ୍ରାପ୍ତି ଆଶୀଷ

ଦୁଃଖ ଯାତନା ହେଉ ନିଃଶେଷ,

ଲଘୁଜନେ ସ୍ନେହ ସରାଗ ଦେଇ

ଖୁସିରେ ସମୟ ଦିଅ ବିତାଇ ,

ଜନ୍ମଦିନେ ତୁମେ ନିଅ ଶପଥ

ଭୁଲିବନି ପିତା ମାତାଙ୍କ ଋଣ

ହୋଇଯିବେ ଯେବେ ବୃଦ୍ଧ ଓ ବୃଦ୍ଧା

ମନ ଦେଇ ତାଙ୍କ କରିବ ସେବା ,

ମଣିଷ ରୂପରେ ସେ ଭଗବାନ

ଦିଅନ୍ତି ନିଇତି ନିଜ ଦର୍ଶନ,

ଏ ଜନମ ପରା ତାଙ୍କରି ଦାନ

ଭୁଲିବନି କେବେ ରହିଲା ରାଣ ।।


Rate this content
Log in

Similar oriya poem from Classics