ଜନ୍ମ ଓ ମୃତ୍ୟୁ
ଜନ୍ମ ଓ ମୃତ୍ୟୁ
ଜନ୍ମ ଯେପରି ସତ୍ୟ
ମୃତ୍ୟୁ ମଧ୍ୟ ଚିରନ୍ତନ ସତ୍ୟ
ତଥାପି ନ ବୁଝି ପାରି ମନୁଷ୍ୟ
ମହ ମାୟାରେ ପଡି ପାଉଛି କଷ୍ଟ।।
ଜନ୍ନ ଓ ମୃତ୍ୟୁ ଜୀବନର
ଏମିତି ଦୁଇଟି ତଥ୍ୟ
ଯାହାକୁ କେହି କରି ପାରିବେନି ଭୁଲ ପ୍ରମାଣିତ
ଧରିତ୍ରୀକୁ ଜୀବନ ଧରି ଆସିଛୁ ମାନେ ଦିନେ ନା ଦିନେ ଯିବା ଯମ ପୁର।।
ହେଲ ମଣିଷ ଜନ୍ମ ଓ ମୃତ୍ୟୁର ସତ୍ୟତାକୁ ଭୁଲି ଯାଇ
ମହ ମାୟାରେ ବଶୀଭୂତ ହୋଇ
କରୁଛି ଆନେକ ଅନ୍ୟାୟ ଅନୀତି
ଯାହା ନେବ ତାକୁ ନର୍କପୁରକୁ, ଏହା ପରା କର୍ମଫଳର ଗତି।।
ତେଣୁ ଜନ୍ମ ଓ ମୃତ୍ୟୁର ସତ୍ୟତାକୁ ବୁଝି ଆମେ କରିବା କର୍ମ ଏମିତି
ଯେମିତି ମୃତ୍ୟୁ ପରେ ହେବ ସ୍ୱର୍ଗ ପ୍ରାପ୍ତି।।
