Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sai Subhashree Moharana

Inspirational

3  

Sai Subhashree Moharana

Inspirational

ଜନ୍ମ ଦିନ

ଜନ୍ମ ଦିନ

1 min
180


ବରଷକରେ ଆସି ଥରେ

ଆନନ୍ଦ ଲାଗଇ ସେହିଦିନର

ସ।ଙ୍ଗସାଥୀ ଡାକି ଉତ୍ସବମୁଖର

ଭୋଜିଭାତ ନ।ନ। ଜାତିର


ଜନ୍ମ ଦିନରେ ଏତିକି ଗୁହାରି

କୃପା ସଦା ରଖି ଥିବ

ପ୍ରଭୁଙ୍କ ଆଶିଷ ସବୁ କିଛି

ଜନ୍ମ ଦିନ ଭଲରେ ହେ ।


ଇବଖୁସି ସମୟରେ ମନେପଡିବ।

ଜନ୍ମ ଦିନର ଏହି ଶୁଭ ବେଳାରେ

ବୁଣିବା ଉନ୍ନତିର ବୀଜ ପରା

ଆସ ଆମେ ମିଶି

ଗଛ ଲଗାଇବା ଆଉ ଖୁସି ରଲହରି ।


ରଙ୍ଗ ବେରଙ୍ଗର ପୋଷାକ ପିନ୍ଧୁ

ଗୁରୁଜନଙ୍କ ଆଶୀର୍ବାଦରେ

ଦିନକୁ ଖୁସିରେ କାଟୁ

ମନରେ ନୂଆ ଆଶା ସଂଚାର ।


Rate this content
Log in

Similar oriya poem from Inspirational