STORYMIRROR

Sujata Routray

Abstract

2  

Sujata Routray

Abstract

ଜନ୍ମ ଭୂଇଁ

ଜନ୍ମ ଭୂଇଁ

1 min
194

ହାତ ଠାରି ଡାକେ ଜନ୍ମଭୂଇଁ

ସବୁଠୁ ପ୍ରିୟ ମୋ ଅଟଇ ସେହି


ବଢିଲି ଯାହାର ପାଣି ପବନେ

ତାହାରି କୋଳ ପଡଇ ମନେ


ବଣ,ପାହାଡ,ଜଙ୍ଗଲ ଘେରା

ବହେ ମହାନଦୀ କି ମନଲୋଭା


ମାଆ ସମଲେଇ ,ବଡ ମହିମା

ତାଙ୍କ ପାଦତଳେ କୋଟି ପ୍ରଣାମ


ଲୋଡା ନାହିଁ ମୋର ସ୍ବର୍ଗପୁରୀ

ମୋ ପାଇଁ ଲୋଡା ମୋ ଜନ୍ମଭୂମି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract