STORYMIRROR

Samar Ballav Bhoi

Inspirational Children

3  

Samar Ballav Bhoi

Inspirational Children

ଜଳ ହିଁ ଜୀବନ

ଜଳ ହିଁ ଜୀବନ

1 min
461


ଜୀବଜଗତର ଏକ ହିଁ ଉଦାହରଣ

ସମସ୍ତ ପ୍ରାଣୀଙ୍କ ଜୀବନ କରେ ରକ୍ଷଣ

ବଂଚିବା ପାଇଁ କି ଜଳ ହିଁ ପ୍ରଧାନ

ସେଥିପାଇଁ କହିଥାଉ ଆମେ 

ଜଳ ହିଁ ଆମର ଜୀବନ।।


ଜୀବନ ପାଇଁ କି ଖାଦ୍ୟ ଯେତେକ ଜରୁରୀ

ଜଳ ଆବଶ୍ୟକ ତାଠାରୁ ଅଧିକ ଜରୁରୀ

ପ୍ରତିଟି କାମରେ ଅତି ଆବଶ୍ୟକ ଜଳ

ଖାଦ୍ୟ ର ହଜମ ପାଇଁ ହିଁ ନିତ୍ୟାନ୍ତ ଆବଶ୍ୟକ

ଜଳ ବିହୁନେ ସବୁ ହୁଏ ସର୍ବନାସ ।।


ପ୍ରକୃତି ର ଏକ ଅନବଦ୍ୟ ଅବଦାନ

ତୃଷାର୍ତ୍ତ ହୃଦୟ ର ଏକ ବାସ୍ତବ ସ୍ପନ୍ଦନ

ସମସ୍ତ ପ୍ରାଣୀଙ୍କ ଶରୀର ପ୍ରକ୍ରିୟାର ସାଧନ

ସ୍ଥାବର ଜଂଗମ ଆଦି ବଂଚାନ୍ତି ଜୀବନ

ଜଳ ହିଁ ଆମର ପ୍ରକୃତ ଜୀବନ।।


ଜଳ ବିହୁନେ ସର୍ବନାସ

ଜଳ ବହୁଳେ ସର୍ବନାସ

ଜଳକୁ ସଂରକ୍ଷଣ କରିବା ପ୍ରୟାସ

ଜୀବଜଗତ ସୁରକ୍ଷା ପାଇଁ ଜଳ ହିଁ ଅସ୍ତ୍ର।।


ଜଳ ବିନା ଜୀବନ କଲବଲ

ସଂଚୟ କରି ରଖ ପରପୀଢି ପାଇଁ 

ନହେଲେ ଜୀବନ ର ରହିବ ନାହିଁ ମୁଲ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational