STORYMIRROR

Suresh chandra Padhy

Fantasy

3  

Suresh chandra Padhy

Fantasy

ଜଳ ବନ୍ଦୀ

ଜଳ ବନ୍ଦୀ

1 min
229

ବର୍ଷା ଯେବେ ଆସେ ବନ୍ୟା ଆସିଥାଏ

ବନ୍ୟା ହେଲେ ଜଳ ବନ୍ଦୀ କରି ସଭିଙ୍କୁ ରଖିଥାଏ

ଜଳ ବନ୍ଦୀ ହେଲେ ସବୁ ଅସୁବିଧା ହୁଏ

କେତେ ଜିନିଷ ନଷ୍ଟ ହୁଏ କେତେ ଜୀବନ ଯାଏ

ବର୍ଷା ଅଧିକ ହେଲେ ନଦୀରେ ବନ୍ୟା ଆସେ

ବନ୍ୟା ଜଳ ଜଳ ବନ୍ଦୀ କରି ଦାଉ ସାଜେ

ଭୋକ ଉପାସରେ ସରଇ ଦିନ

ଗରିବଙ୍କ ଭାଙ୍ଗି ଯାଏ ସବୁ ସପ୍ନ

ପିଲା ମାନେ ପଢି ନ ପାରନ୍ତି

ରୋଗୀ ଚିକିତ୍ସାରୁ ବଞ୍ଚିତ ହୁଅନ୍ତି

ବନ୍ୟା ହେଲେ ଜଳ ବନ୍ଦୀ ଦୁଃଖ ଆସଇ

ପ୍ରାକୃତିକ ବିପତ୍ତି ଇଏ ତ ଅଟଇ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy