Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational Others Children

3  

Chittaranjan Nanda

Inspirational Others Children

ଜିନିଷ ଗଢ଼ା, ଯିଏ ଯେମିତି

ଜିନିଷ ଗଢ଼ା, ଯିଏ ଯେମିତି

1 min
145


କୁକୁର ଲାଞ୍ଜ କ ହୁଏନି ସିଧା

ବିଲେଇ ଖାଇବନି କେବେ ସାଧା ।


ବୁଝିବା ଲୋକକୁ ଲାଗେ ସହଜ

ଅବୁଝା ଲୋକକୁ ସବୁ ଲାଗେ ତୁଚ୍ଛ ।


ଅଟେ ସୁଡୁକେ ମାଗିବା ତିଅଣ

ଶରଧା ରଖିବା ମୁର୍ଖାମୀ ଜାଣ   ।


ପର ଲୁଗା ପିନ୍ଧି କିଆଁ ଗର୍ବ କରିବା

ମୁଲ ପଚାରିଲେ ତ ନିରବ ହେବା ।


ମର୍କଟକୁ ତ ଅଗ୍ରେ ଠିଆ କରିଲେ

ତାକୁ ଶିଶୁ ସିଂହ କିଏ କହିବ ଭଲେ ।


ବାସେ ତୁଳସୀ ଗଛ ଦୁଇ ପତରରୁ

ବିଛୁଆତି କୁଣ୍ଡାଇ ହୁଏ ଉଦ୍ଭବ ଦିନରୁ ।


ଜଗତ ସାରା ଜିନିଷ ଗଢ଼ା ଯିଏ ଯେମିତି

କାହା ସଙ୍ଗେ କିଏ ହୋଇବ ସମ କେମିତି ।


କୁମ୍ଭକର୍ଣ ନିଦ ଥାଏ ଯେଉଁ ଲୋକର

ଆବାହକ ହୁଏ ଜାଣ ଅlଳସ୍ୟ ବ୍ୟାଧିର ।


କୁକର୍ମେ ଦୁଶ୍ଚିନ୍ତା ହେବ, ସବୁ କରେ ପଣ୍ଡ

ଅପକୀର୍ତ୍ତି ସବୁ ସିନା ଜୀବନେ କରିବ ରୁଣ୍ଡ l


Rate this content
Log in

Similar oriya poem from Inspirational