STORYMIRROR

Sudhashree Bhattamisra

Abstract

4.5  

Sudhashree Bhattamisra

Abstract

ଜୀଵନ

ଜୀଵନ

1 min
4

ଜୀଵନ ରଣ କୌଶଳ 
ଜୀଵନ ନୀତି ଶିକ୍ଷା 
ଜୀଵନ ଅଜବ ଅନୁଭୂତି 
ଜୀଵନ କେବେ ବୈଶାଖ ମଧ୍ୟାହ୍ନ 
କେବେ ଶୀତଳ ଚନ୍ଦ୍ରମା 
କେବେ ବର୍ବରତା ର 
ରୁକ୍ଷ କଠୋର ପାହାଡ଼ ଟିଏ 
କେବେ ଧୂ ଧୂ ନିଷ୍ଠୁର ବାସ୍ତବ ତା 
କେବେ ତାଡନା କେବେ ଯାତନା 
କେବେ ସୁଦକ୍ଷ ବିନ୍ଧାଣି 
କେବେ ଶିଳ୍ପୀଟିଏ କେବେ କାରିଗର 
କେବେ ବନ୍ଧନ ଏକ ଶିକୁଳିର 
କେବେ ବିହଙ୍ଗ ଏକ ମୁକ୍ତ ଆକାଶର 
ମୁଁ ଚାଖିଛି ସ୍ୱାଦ ସ୍ୱାଧୀନତା ର........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ହୃଦୟ

ହୃଦୟ

1 min ପଢ଼ନ୍ତୁ

ସୈତାନ

ସୈତାନ

1 min ପଢ଼ନ୍ତୁ

ବଳି

ବଳି

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ପାପ

ପାପ

1 min ପଢ଼ନ୍ତୁ

ସମ୍ବଳ

ସମ୍ବଳ

1 min ପଢ଼ନ୍ତୁ

ଜଖମ

ଜଖମ

1 min ପଢ଼ନ୍ତୁ

ରଙ୍ଗ

ରଙ୍ଗ

1 min ପଢ଼ନ୍ତୁ

Similar oriya poem from Abstract