STORYMIRROR

Sudhashree Bhattamisra

Abstract

3  

Sudhashree Bhattamisra

Abstract

ଜୀଵନ

ଜୀଵନ

1 min
148

ଭୋଗ ପରି ଲାଗେନା ଜୀଵନ ଟା 
ଜୀଵନ ଟା ଲାଗେ ସତରେ ତ୍ୟାଗ 
ଜୀଵନ ଟା ପୁଣି ସତ୍ୟ ଶିବ ସୁନ୍ଦର 
ଜୀବନର ପରିଭାଷା ପୁଣି ଭିନ୍ନ ରକମ ର 
ବଡ କଠିନ ଏବେ ବ୍ୟାଖ୍ୟା ଜୀଵନ ର 
ସମୀକ୍ଷା ମୁଁ କରେନା, ଜୀଵନ ଟା ପୁଣି 
ପାଲଟିଯାଏ ନଈ ପରି କଳକଳ..........
କେବେ ପୁଣି ନିର୍ଝରିଣୀ ଟିଏ 
ବୁଝିପାରେ ଜୀଵନ ପ୍ରକୃତ ରେ 
ନିର୍ଝରିଣୀ ସେ ପୁଣି ବହିଥାଏ କଳ କଳ....


Rate this content
Log in

Similar oriya poem from Abstract