STORYMIRROR

Sudhashree Bhattamisra

Abstract

4  

Sudhashree Bhattamisra

Abstract

ଜୀଵନ

ଜୀଵନ

1 min
269

ମୁଁ ଦେଖେନା ଜୀବନକୁ 
ଜୀବନ ସୁଲଭ ଦୃଷ୍ଟିରେ 
ମୋ ପାଇଁ ଜୀବନର ସଂଜ୍ଞା 
ପରିଭାଷା ବଦଳି ସାରିଛି 
ଜୀବନକୁ ମୁଁ ଯେବେ ନିକଟରୁ 
ଦେଖେ, ସେ ଦୁରେଇ ଯାଏ 
ଜୀଵନ କୁ ଯେବେ ଭଲ ପାଏ 
ସେ ବିମୁଖ ହୁଏ.....
ଜିଁବାକୁ ଜୀଵନ ଭଳି ଜୀଵନ 
ଖୋଜିବାକୁ ଜୀବନର ସଂଜ୍ଞା 
ପ୍ରକୃତ ପରିଭାଷା 
ମୁଁ ଯେବେ ଅନ୍ୱେଷଣ କରେ 
ସନ୍ଧାନ କରେ ଜୀବନର 
ସେତିକି ବେଳେ ଜୀଵନ ଟା 
ଅଟ୍ଟହାସ୍ୟ କରେ.......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Abstract