STORYMIRROR

BULU BEHERA

Abstract Inspirational Others

3  

BULU BEHERA

Abstract Inspirational Others

ଜୀବନଟା ଗୋଟିଏ ଜିନିଷ

ଜୀବନଟା ଗୋଟିଏ ଜିନିଷ

1 min
383


ଜୀବନଟା  ଗୋଟିଏ


ଏମିତି ଜିନିଷ


ଖରାଦିନେ  ପାଣି ଭଳି


ତାତି ଯାଏ ତ'


ଶୀତ ଦିନେ ବରଫ ଭଳି


ଥଣ୍ଡା ହୋଇଯାଏ l


ପୁଣି ବର୍ଷା  ଦିନେ


ସମ୍ପୂର୍ଣ ରୂପେ ଭିଜି ଯାଏ,



ସମୟ  ସୁଅରେ ଗତି କରି


କେତେବେଳେ  ଯେ


 ପାଣି ଫୋଟକା ପରି


ଜଳରେ  ଫାଟିଯାଏ



ଏହି ସଂସାରର


ମୋହ ମାୟା ବନ୍ଧନ କIଟି


ମାଟି ସାଥିରେ  ମିତ୍ର ବସେ


ଚିର  ଦିନ  ପାଇଁ l






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract