STORYMIRROR

Hrushikesh Satpathy

Inspirational

3  

Hrushikesh Satpathy

Inspirational

ଜୀବନ୍ତ ଶ୍ରୀରାମ

ଜୀବନ୍ତ ଶ୍ରୀରାମ

1 min
13.6K


କିଛି ସ୍ମୃତି,

 କିଛି ଅନୁଭୂତି,

  କିଛି ଟା ମଣିଷ...

ନିଜର ନିଜର

 ଲାଗିବା ପରଠୁ,

  ମୃତ୍ୟୁ ଭୟ ବି

   ମନରୁ ଦୂରେଇ ଯାଏ।

ମନ କହେ,

 ସୁନ୍ଦର ସନ୍ସାର

  ଦେଲା ମୋତେ ସବୁ କିଛି

   ଆଉ କିଛି ଲୋଡ଼ା ନାହିଁ...

ଯାହା ମୁଁ ପାଇଛି

 ବାଣ୍ଟଦେବି,ଢାଳିଦେବି,

  ସେଇ ସୁନ୍ଦର ମଣିଷ,

   ନିଜର ମଣିଷ ମାନଙ୍କୁ...

ସନ୍ସାରର ସବୁଆଡେ

 ମମତା ଓ ବନ୍ଧନର ଭ୍ରୁଣ,

  ଚାରିଆଡ଼େ ରାମ ରାଜ୍ୟ,

   ଜୀବନ୍ତ ଶ୍ରୀ ରାମ ,

ଲୋଡ଼ା ନାହିଁ କେବେବି କାହାକୁ

   ଶ୍ରୀ ରାମ ମନ୍ଦିର ।


Rate this content
Log in

Similar oriya poem from Inspirational