STORYMIRROR

Debabrata Mishra

Inspirational

3  

Debabrata Mishra

Inspirational

ଜୀବନ୍ତ-ଜୀବନ

ଜୀବନ୍ତ-ଜୀବନ

1 min
309

ଶବ୍ଦ ମୋର ଗୁରୁ ଭାଷା ମୋ' ଗୌରବ

ଓଡ଼ିଆ ସାହିତ୍ୟ ଆମ କଳିଙ୍ଗ ବିଭବ,

ତରୁଣ-ତରୁଣୀ ଅବା ବୟସ୍କ ମନସ୍କ

ଶବ୍ଦର ଯାଦୁରେ ହେଉ ସବୁ ସମ୍ଭବ,

ଏ ଜୀବନଟା ତ ନିଶ୍ୱାସ-ପ୍ରଶ୍ୱାସର

ଜୀବନ୍ତ ଜୀବନ କି ସହଜେ ପାଇବ,

ପ୍ରାଣ ଛାଡ଼ଯିବ ଏଠି ବିନା ଛାଡ଼ପତ୍ରେ

ମନ କହୁଥାଏ କାଳେ କିଛି ଲେଖିଦେବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational