STORYMIRROR

BANITA SAHU

Abstract

2  

BANITA SAHU

Abstract

ଜୀବନରେ ଯାନ୍ତ୍ରିକର ପ୍ରଭାବ

ଜୀବନରେ ଯାନ୍ତ୍ରିକର ପ୍ରଭାବ

1 min
228

ଜୀବନରେ ଜାନ୍ତ୍ରିକର ପ୍ରଭାବ ଜରୁରୀ ହୋଇଗଲାଣି

ସମସ୍ତେ ଜାନ୍ତ୍ରିକ କୁ ହିଁ ଆଗ୍ରହ ହୋଇଗଲେଣି

ଜୀବନରେ ଜାନ୍ତ୍ରିକର ପ୍ରଭାବ ଜରୁରୀ ହୋଇଗଲାଣି

ମୋବାଇଲ୍ କୁ ଗୋଟିଏ ମୁହୂର୍ତ୍ତ ଛାଡି ରହିପାରୁ ନାହାନ୍ତି

ଏହାଦ୍ବାରା ଅନେକ କିଛି ସଫଳତା ସହ କାର୍ଯ୍ଯ ହୋଇପାରୁଛି

ବହୁ ଦୂରଦୂରାନ୍ତରୁ କଥା ହୋଇପାରୁଛନ୍ତି

ପ୍ରତିଟି ସୁଖ ଦୁଃଖରେ ମୋବାଇଲ୍ରର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ

ବେଶ୍ କିଛି ଶିକ୍ଷଣିୟ ବିଷୟ ମଧ୍ଯ ଶିକ୍ଷା ଲାଭ କରିପାରୁଛୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract