STORYMIRROR

Sabita Nayak

Inspirational Others

2  

Sabita Nayak

Inspirational Others

ଜୀବନରେ ଜୀବନ

ଜୀବନରେ ଜୀବନ

1 min
189

ଜୀବନରେ ଜୀବନ ଜୀବନରେ ଜୀବନ 

କେବେ ତ ଜୁଆର 

କେବେ ଭଟ୍ଟା 

କେବେ ଲାଗେ ଖଟା 

କେବେ ମିଠା 

ଜିତିବା ହାରିବା ଏହି ଖେଳ 

ଜୀବନରେ ଜୀବନ ଜୀବନରେ ଜୀବନ। 


କେବେ ଅସୁମାରି 

ସୁଖର ଲହରୀ 

କେବେ ଦୁଃଖଭରା 

ଏଇତ କାହାଣୀ

କେବେ ହସ ପୁଣି କେବେ କାନ୍ଦ

ଜୀବନରେ ଜୀବନ ଜୀବନରେ ଜୀବନ। 


ସିଏ ଖାଲି ଏକା 

ଜିତିଯାଏ 

ଜୀବନକୁ ଯିଏ 

ବୁଝି ଥାଏ 

ସୁଖଦୁଃଖ ପରା ଦୁଇସାଙ୍ଗ 

ଜୀବନରେ ଜୀବନ ଜୀବନରେ ଜୀବନ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational