STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଜୀବନରେ ଜୀବନ

ଜୀବନରେ ଜୀବନ

1 min
230


 ଜୀବନରେ ଜୀବନ


 ତୋର ସୃଷ୍ଟି ଶୂନ୍ୟରୁ 

 ପୁଣି ବିଲୟ ଶୂନ୍ୟରେ

ଜୀବନରେ ଜୀବନ


  ତୁ ଅନେକ ଆଶାର ସମ୍ଭାର

 ତ ପୁଣି ନିରାଶାର ବାଲି ଘର

କୋଟି ପୁଣ୍ୟର ତପ ବଳେ

  ତୋ ସଙ୍ଗ ତି ଲାଭ କରେ।

ଜୀବନରେ ଜୀବନ


 ତୁ ସୁଖର ଆଲୋକ ବର୍ତ୍ତିକା

 ମିଥ୍ୟାର ଧୂମକେତୁ

କେତେବେଳେ ଗଢ଼ୁ ଆଶାର ମିନାର

 ପୁଣି କେତେବେଳେ 

  ମାୟା ମରୀଚିକା

ଜୀବନ ପଥ ଧାରେ।


 ଜୀବନରେ ଜୀବନ


ତୁ ଥିଲେ ସମସ୍ତେ ଏକାନ୍ତ ନିଜର

 ଯେମିତି ଅତି ଆପଣାର

ଯେବେ ଯିବୁ ଚାଲି

 ହୋଇଯିବେ ସବୁ ପର

କଣେଇ ଚାହିଁବେ 

 ରହିବେ ଦୂରେ ଦୂରେ।

 ଜୀବନରେ ଜୀବନ

 ଜୀବନରେ ଜୀବନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational