STORYMIRROR

Bhagyabanta Mahaling

Classics Others Children

2  

Bhagyabanta Mahaling

Classics Others Children

ଜୀବନର କାଳଚକ୍ର

ଜୀବନର କାଳଚକ୍ର

1 min
122

    


   ମନୁଷ୍ୟ ଜୀବନ କାଳ ଚକ୍ରେ ବନ୍ଧା

   ଅଟଇ ମାଟିର ପିଣ୍ଡ

   କେତେବେଳେ ଆସି ଯମ ନାଶିଦେବ

   ମିଲିଣ କଠିନ ଦଣ୍ଡ।

   ଜନମି ମର୍ତ୍ତ୍ୟରେ ସୁକାର୍ଯ୍ୟ କରିଲେ

   ପାଇବ କେତେ ସମ୍ମାନ

  ଅନ୍ୟର ଦୁଃଖରେ ଦୁଃଖିତ ନ ହେଲେ

   ସିଏ ପଶୁ ଠାରୁ ହୀନ,,,,

 

   

    

   


Rate this content
Log in

Similar oriya poem from Classics