Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Trushna Das

Inspirational

4  

Trushna Das

Inspirational

ଜୀବନ

ଜୀବନ

1 min
239


ଜୀବନର ସତ୍ୟତା କାହାକୁ ବା ଅଜଣା 

ଏହା ସୁଖ ଦୁଃଖର ସମାହର ପରା

କେତେବେଳେ ଏଥିରେ ଥାଏ ବଞ୍ଚିବାର ଆଶା

ପୁଣି କେତେବେଳେ ଅସଫଳତାର ନିରାଶା।। 


ଜୀବନର ମୂଲ୍ୟ ବୁଝିବା ଭାରି କଷ୍ଟ 

ଏହା ଖଟା ମିଠା ଅନୁଭୂତିର ପରିପୂର୍ଣ୍ଣ 

ଆମେ ମୋହ ମାୟାରେ ହୋଇ ବଶୀଭୂତ 

ବୁଝି ପାରି ନ ଥାଉ ଏହାର ଅର୍ଥ।।


ଜୀବନର ଗତି ପଥ

ନିର୍ଣ୍ଣୟ କରିଥାଏ କର୍ମଫଳ

ଭଲ କର୍ମ କଲେ ମିଳିବ ସ୍ୱର୍ଗର ସୁଖ

କୁକର୍ମ କଲେ ମିଳିବ ନର୍କର ଦୁଃଖ।।


ସମୟ ଥାଉ ଥାଉ ଆପଣେଇଲେ ସତ୍ ପଥ

ଜୀବନେ ଖୁସିର ଲହରୀ ହୋଇବ ପ୍ରବାହିତ।।


Rate this content
Log in