STORYMIRROR

Balaram Barik

Inspirational

4  

Balaram Barik

Inspirational

ଜୀବନ

ଜୀବନ

1 min
203

ଏମିତି ଏ ଜୀବନ 

    କେବେ ପୁଷ୍ପରେ ସଜ୍ଜିତ ପଥ

କେବେ ମାର୍ଗ କଣ୍ଟକପୂର୍ଣ୍ଣ।

 

ଥକି ଯାଏନି ଯିଏ

     ଚାଲି ତତଲା ବାଲିରେ 

ବିଜୟର ଟୀକା ପିନ୍ଧେ ସିଏ।


ଲକ୍ଷ୍ୟ ଯା ଚଟାଣ ସମ 

    ଚାପେ ତାପେ ଏକା ସ୍ଥିତି 

ହେଉ ବନ୍ଧୁର ଅବା ବିଷମ।


ଧର୍ମ ଯା ଅନୁସନ୍ଧାନ 

      ତ୍ୟାଗେ ବୃଥା ମରୀଚିକା 

ସତ୍ୟର ସେତୁ ହୁଏ ବନ୍ଧନ।

     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational