ଜୀବନ
ଜୀବନ
ଜୀବନଟା କେତେବେଳେ
ବୈଶାଖ ଖରା ତ
କେତେବେଳେ ଶ୍ରାବଣର ଧାରା ,
କେତେବେଳେ ହସର ପସରା ତ
କେତେବେଳେ ଲୁୁହର ଅସରା,
ବିନ୍ଦୁୁୁଏ ବିଶ୍ବାସ ଏଠି
ଆଉ ସବୁ ଅବିଶ୍ଵାସ,
ମୁନ୍ଦାଏ ପ୍ରରେ ସମର୍ପଣ
ବାକି ଯାହା ଦଂଶନ,
କଣିକାଏ ସୁୁୁଖ ଏଠି
ଦୁଃଖ ଯେ ଅୟୁୁତ,
ଜୀଇଁ ବାର କଳା ନ ଜାଣିିଲେ
ଯନ୍ତ୍ରଣା ମିିଳିବ ବହୁତ।