Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RAJANIKANT CHOUDHURY

Abstract

4  

RAJANIKANT CHOUDHURY

Abstract

ଜୀବନ

ଜୀବନ

1 min
348


ଜୀବନ ଏକ ଜଳର ବିନ୍ଦୁ,

ନଥାଏ ତାର ଆପଣା ବନ୍ଧୁ ।।

ଜୀବନ ଏକ ଛୋଟିଆ ନାଟକ,

ଧରିତ୍ରୀ ତାର ପରମ୍ ପାବକ ।।

ଜୀବନ ଏକ ନଦୀର ସ୍ରୋତ,

ବୋଝ ହୁଏନି କାହାର ସେତ ।।

ଜୀବନ ଏକ କ୍ଷୁଦ୍ର ଗଳ୍ପ,

ଆୟୁଷ ତାର ଖୁବ୍ ଅଳ୍ପ ।।

ଜୀବନ ଏକ ଚିର ରହସ୍ୟ,

ବୁଝନ୍ତିନି ଏଠି କେହି ଅବଶ୍ୟ ।।

ଜୀବନ ଏକ କ୍ଷୁଦ୍ର ବିହଙ୍ଗ,

ଉଡ଼ିଗଲେ ଥରେ ଅଚଳ ଅଙ୍ଗ ।।


Rate this content
Log in

Similar oriya poem from Abstract