STORYMIRROR

Sudhashree Bhattamisra

Inspirational

3  

Sudhashree Bhattamisra

Inspirational

ଜୀବନ

ଜୀବନ

1 min
220

ଜୀବନ ମୋର ଯମୁନା

ଜୀବନ ମୋର

ଉଛୁଳା ନଈ

ଜୀବନ ମୋର ଅନିୟନ୍ତ୍ରିତ

ଜୀବନ ମୋର ଆଶାର ଝଲକ

ଜୀବନ ମୋର

ଚନ୍ଦନ, ବନ

ଜୀବନ ମୋର

ସୁଗନ୍ଧମୟ

ଜୀବନ ମୋର

ଜିଜ୍ଞାସା

ଜୀବନ ମୋର

ଆଶା ଅସୁମାରୀ

ସ୍ବପ୍ନ ଅସରନ୍ତି 


Rate this content
Log in

Similar oriya poem from Inspirational